This browser does not support the video element.
ଦେବଗଡ: ଇନ୍ଦିରାଗାନ୍ଧୀ ଷ୍ଟାଡିୟମ ଉନ୍ନତିକରଣ ଦାବୀରେ କ୍ରୀଡା ମନ୍ତ୍ରୀଙ୍କୁ ଭୁବନେଶ୍ଵର ଠାରେ ଦାବିପତ୍ର ପ୍ରଦାନ
Debagarh, Debagarh (Deogarh) | Oct 4, 2025
ଦେବଗଡ ଇନ୍ଦିରାଗାନ୍ଧୀ ଷ୍ଟାଡିୟମ ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ନିମନ୍ତେ ଦେବଗଡ ଜିଲ୍ଲା କ୍ରୀଡା ସଂସଦ ପକ୍ଷରୁ ରାଜ୍ଯ ସରକାରଙ୍କ କ୍ରୀଡା ମନ୍ତ୍ରୀଙ୍କ ନିକଟରେ ଦାବି କରାଯାଇଛି। ଆଜି ଦିନ 11 ଟାରେ ଜିଲ୍ଲା କ୍ରୀଡା ସଂସଦ ପକ୍ଷରୁ ପ୍ରତିନିଧି ଭାବେ ଦେବଗଡ ପୌର ପରିଷଦ ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଜିତ କୁମାର ଭୋଜ ଓ ଜିଲ୍ଲା ବିଜେପି ଉପସଭାପତି ସତ୍ୟ ନାରାୟଣ ପାଣି ଓଡିଶା ସରକାରଙ୍କ ମାନ୍ୟବର କ୍ରୀଡା ମନ୍ତ୍ରୀ ସୁରଜ ସୁର୍ଯ୍ୟବଂଶୀଙ୍କୁ ଭୂବନେଶ୍ୱର ସ୍ଥିତ ତାଙ୍କ ସରକାରୀ ବାସ ବବନରେ ସାକ୍ଷାତ କରି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ।