Download Now Banner

This browser does not support the video element.

ଦିଗପହଣ୍ଡି: ବିଷାକ୍ତ ସର୍ପା ଘାତରେ ଫାଶୀଗୁଡ଼ା ଗ୍ରାମର ଜଣେ ବ୍ୟକ୍ତି ଗୁରୁତର ମେଡ଼ିକାଲ ସ୍ଥାନାନ୍ତର ।

Digapahandi, Ganjam | Aug 4, 2024
ଫାଶୀଗୁଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏକ ବିଷାକ୍ତ ସର୍ପା ଘାତରେ ଜଣେ ବ୍ୟକ୍ତି ଗୁରୁତର ହୋଇଥିବା ସୂଚନା ମିଳିଛି । ଗୁରୁତର ବ୍ୟକ୍ତି ଜଣଙ୍କ ହେଲେ ପବନା ପ୍ରଧାନ ବୟସ ୪୦ ବର୍ଷ ତାଙ୍କ ଘର ଫାଶୀଗୁଡ଼ା ଗ୍ରାମ ବୋଲି ସୂଚନା ମିଳିଛି । ତେବେ ସୂଚନା ଅନୁସାରେ ପବନା ପ୍ରଧାନ ନିଜ ବିଲରେ କାମ କରୁଥିଲେ ହେଲେ କାମ କରିବା ସମୟରେ ଏକ ବିଷାକ୍ତ ସର୍ପ କେଉଁ ଆଡୁ ଆସି ତାଙ୍କୁ କାମୁଡି ଦେଇଥିଲା ଯାହାଫଳରେ ପବନା ପ୍ରଧାନ ଚିତ୍କାର କରିବା ସହ ଗୁରୁତର ହୋଇଥିଲେ
Read More News
T & CPrivacy PolicyContact Us