Install App
pramodjagadev8
This browser does not support the video element.
ରାଉରକେଲା ମ୍ୟୁନିସିପାଲଟି: ସେକ୍ଟର ୬ସ୍ଥିତ ଭେଷଜ ନିରକ୍ଷକଙ୍କ କାର୍ଯ୍ୟାଳୟକୁ ଉତ୍କଳ କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନ ତରଫରୁ ନୂତନ ଡ୍ରଗ ଇନ୍ସପେକ୍ଟରଙ୍କୁ ସାକ୍ଷାତ
Raurkela M, Sundargarh | Sep 9, 2025
ସେପ୍ଟେମ୍ବର ୯ତାରିଖ ସମୟ ପ୍ରାୟ ସକାଳ ୧୧ଟା ସମୟରେ ରଞ୍ଜିତ କୁମାର ବିଶ୍ୱାଳ ସମ୍ପାଦକ ସୁନ୍ଦରଗଡ଼ ଜିଲ୍ଲା କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଅସସୋସିଏସନ ତରଫରୁ ସଦସ୍ୟ ଗଣଙ୍କ ସହ ଡାକ୍ତର ମନୋଜ କୁମାର ମହାପାତ୍ରଙ୍କୁ ସୌଜନ୍ୟ ଭାବେ ସାକ୍ଷାତ କରିବାକୁ ଆସିଥିଲେ
Share
Read More News
T & C
Privacy Policy
Contact Us
Your browser does not support JavaScript!