Download Now Banner

This browser does not support the video element.

ଡାବୁଗାଁ: ମଇଦଲପୁରକୁ ବ୍ଲକ ମାନ୍ୟତା ନେଇ କଲେଜ ପରିସରରେ ବୈଠକ, ଯୋଗଦେଲେ ବିଧାୟକ ସହ ପୂର୍ବତନ ବିଧାୟକ ଓ ଏମପି

Dabugan, Nabarangpur | Jun 4, 2025
ମଇଦଲପୁରକୁ ବ୍ଲକ ମାନ୍ୟତା ନେଇ ଆଜି ସ୍ଥାନୀୟ କଲେଜ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି | ଏଥିରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରି, ପୂର୍ବତନ ବିଧାୟକ ଭୁଜବଳ ମାଝୀ ଓ ଏମପି ପର୍ଶୁରାମ ମାଝୀ ଏବଂ ଜିଲ୍ଲା ପରିଷଦ ସଭ୍ୟା ଲିପିକା ମାଝୀ ଯୋଗଦେଇଥିଲେ | ବ୍ଲକ ମାନ୍ୟତା ଓ ସ୍ଥାନୀୟ ଜନ ସାଧାରଣଙ୍କ ସମସ୍ୟା ନେଇ ଆଲୋଚନା ହୋଇଥିଲା | ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା |
Read More News
T & CPrivacy PolicyContact Us