Install App
khabr.malyabanta
This browser does not support the video element.
ମାଲକାନଗିରି: ମାଲକାନଗିରି ସିମାନ୍ତ ଆର୍ଲlମପାଲି ଗ୍ରାମର ସୋଡି ଦେବା ନାମକ ଯୁବକଙ୍କୁ ଘରୁ ଉଠାଇ ନେଇ ହତ୍ୟା କଲେ ମାଓବାଦୀ
Malkangiri, Malkangiri | Aug 22, 2025
ମାଲକାନଗିରି ସିମାନ୍ତ ଆର୍ଲାମପାଲି ଗ୍ରାମର ସୋଡି ଦେବା ନାମକ ଯୁବକଙ୍କୁ ହତ୍ୟା କହିଛନ୍ତି ମାଓବାଦି । ପ୍ରାୟ ୧୫ ରୁ ୨୦ ଜଣ ମାଓବାଦୀ ଆର୍ଲାମପାଲି ଗାଁରେ ପହଞ୍ଚି ସୋଡି ଦେବାଙ୍କୁ ନିଦରୁ ଉଠାଇ ମାଓ ନେତା ଡାକୁଛନ୍ତି ବୋଲି କହି ନେଇଯାଇଥିଲେ । ହେଲେ ଆଜି ଅପରାହ୍ନ ରେ ଗାଁ ନିକଟସ୍ତ ଜଙ୍ଗଲ ଭିତରେ ସୋଡି ଦେବାଙ୍କ ମୃତ ଦେହ ପଡି ରହିଥିବା ଗାଁ ଲୋକେ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ ।
Share
Read More News
T & C
Privacy Policy
Contact Us
Your browser does not support JavaScript!