Install App
arunkshadangi40
This browser does not support the video element.
ଫୁଲବାଣୀ ସହର: ରାଇପଦା ନିକଟରେ ବାଇକ ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କାରେ ତିନି ଗୁରୁତର ଓ ଜଣେ ଆହତ, ଥାନାରେ ମାମଲା ରୁଜୁ
Phulabani Town, Kandhamal | Aug 25, 2025
ରାଇପଦା ପାଖରେ ବାଇକ୍ ସ୍କୁଟି ,ମୁହଁ। ମୁହିଁ ଧକା,ତିନି ଗୁରୁତର,ଜଣେ ଆହାତ,ଜି ଉଦୟଗିରି ମେଡିକାଲ ରେ ଭର୍ତି।108 ଯୋଗେ ଆସିଲେ ଜି ଉଦୟଗିରି ମେଡିକାଲ ।ଗୁରୁତର ମଧ୍ୟରୁ ଜଣେ ଝିଅ ଥିବା ବେଳେ ଅନ୍ୟ ଜଣେ କଳିଙ୍ଗା ପଞ୍ଚାୟତ ର ସରପଞ୍ଚ ବକ୍ସି ମଲ୍ଲିକ ।ଜି ଉଦୟଗିରି ପୋଲିସ ଘଟଣା ସ୍ଥଳରେ ପହଁଚିଛି।ଜି ଉଦୟଗିରି ଥାନାରେ 175/2025 ରେ ମାମଲା ରୁଜୁ ହୋଇଅଛି.
Share
Read More News
T & C
Privacy Policy
Contact Us
Your browser does not support JavaScript!