Download Now Banner

This browser does not support the video element.

ମାଲକାନଗିରି: ସାର ଅଭାବକୁ ନେଇ ଶିଖପଲ୍ଲୀ ଜାତୀୟ ରାଜପଥ ଅବରୋଧ କଲେ ଶତାଧିକ ଚାଷୀ, ପ୍ରତିକ୍ରିୟା ରଖିଲେ ଚାଷୀ

Malkangiri, Malkangiri | Aug 25, 2025
ଚାଷୀଙ୍କୁ ମିଳୁନି ୟୁରିଆ ସାର।ସାର ଅଭାବକୁ ନେଇ ମାଲକାନଗିରି ଜିଲ୍ଲା ଶିଖପଲ୍ଲୀ ଠାରେ ଜାତୀୟ ରାଜପଥ ଅବରୋଧ କଲେ ଶତାଧିକ ଚାଷୀ।ସୋମବାର ପୂର୍ବାହ୍ନରେ ଶହ ଶହ ସଂଖ୍ଯାରେ ଚାଷୀ ଜାତୀୟ ରାଜପଥ ଅବରୋଧ କରିଛନ୍ତି ।ସାର ନମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚାଷୀ ମାନେ କହିଛନ୍ତି। ଏନେଇ ପ୍ରତିକ୍ରିୟା ରଖିଛନ୍ତି ଚାଷୀ।
Read More News
T & CPrivacy PolicyContact Us