This browser does not support the video element.
କୋଲାବିରା: କୋଲାବିରାର ବ୍ଯକ୍ତିଙ୍କ ଘରେ ଆୟକର ବିଭାଗର ଚଢାଉରେ କିଛି ମିଳିନଥିବା ନେଇ ଆୟକର ବିଭାଗ ପକ୍ଷରୁ ସୂଚନା
Kolabira, Jharsuguda | May 18, 2024
ଗତକାଲି ସନ୍ଧ୍ୟାଠାରୁ କୋଲାବିରା ଠାରେ ବିଶ୍ୱଜିତ ଦାଶଙ୍କ ଘରେ ଆୟକର ବିଭାଗ ତରଫରୁ ଚାଲିଥିବା ଚଢ଼ାଉରେ କିଛି ମିଳି ନଥିବା ନେଇ ଆଜି ଶନିବାର ସନ୍ଧ୍ୟା ୬ଟା ରେ ଆୟକର ବିଭାଗ ତରଫରୁ ସୂଚନା ଦିଆଯାଇଛି।ତେବେ ଗତକାଲି ସନ୍ଧ୍ୟା ଠାରୁ ଟିକି ଟିକି କରି କାଗଜ ପତ୍ର ସବୁ ଯାଞ୍ଚ କରି ତାଙ୍କ ଘରୁ କିଛି ମିଳିନଥିଲା ଏନେଇକି ଆୟକର ବିଭାଗ ତରଫରୁ ରିପୋର୍ଟ ଦିଆଯାଇଛି ।ପାଖାପାଖି ୨୦ଘଣ୍ଟାରୁ ଅଧିକ ସମୟ କାଗଜ ପତ୍ର ଏବଂ କିଛି ଟଙ୍କା କିମ୍ବା ସମ୍ପତ୍ତି ଯାଞ୍ଚ କରାଯାଇଥିବା ପ୍ରକ୍ରିୟାରେ ଆୟକର ବିଭାଗ ତରଫରୁ କୌଣସି ଦସ୍ତାବେଜ କିମ୍ବା କୌଣସି ଟଙ୍କା ମିଳିନଥିବା ଆୟକର ବିଭାଗ ତରଫରୁ ସୂଚନା