Download Now Banner

This browser does not support the video element.

ଜି ଉଦୟଗିରି: ଅନ୍ଧାର କୋଟି ନିକଟରେ ପାହାଡ଼ରୁ ଖସିଲା ପଥର, ଥାନା ଅଧିକାରୀ ପହଞ୍ଚି ସ୍ୱାଭାବିକ କଲେ ଯାତାୟତ

G Udayagiri, Kandhamal | Sep 8, 2025
କଳିଙ୍ଗା ଘାଟିରେ ଗତକାଲି ଅନ୍ଧାର କୋଟି ନିକଟ ରେ ପ୍ରାୟ ତିନି ରୁ ଚାରି ଖଣ୍ଡ ବଡ଼ ପଥର ପାହାଡ଼ ରୁ ଖସି ରାସ୍ତା ଉପରେ ପଡି ଯାଇଥିଲା. ଯା ଦ୍ଵାରା ଯାତାୟତ ବାଧାପ୍ରାପ୍ତ ସହ ବିପଦ ଜନକ ରହିଥିଲା. ଆଜି ଜି ଉଦୟଗିରି ଥାନା ଅଧିକାରୀ ବିଜୟ କୁମାର ସ୍ୱାଇଁ ଘଟଣା ସ୍ଥଳରେ ପହଁଚି ଜେସିପି ସାହାଯ୍ୟ ରେ ତାକୁ ରାସ୍ତାରୁ ହଟାଇଛନ୍ତି.ଯା ଦ୍ୱାରା ଯାତାୟତ ସ୍ୱାଭାବିକ ସହ ବିପଦ ମୁକ୍ତ ରହିଅଛି.
Read More News
T & CPrivacy PolicyContact Us