This browser does not support the video element.
ହିନ୍ଦୋଳ: ରୁଙ୍ଗଟା ଗେଟ ସାମ୍ନାରେ ହାତୀପଲ, ଯାତାୟତ ବାଧାପ୍ରାପ୍ତ
Hindol, Dhenkanal | Aug 31, 2025
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳରେ ଏବେ ମାଳମାଳ ହାତୀ ।ଘରୁ ପଡାକୁ ବାହାରିବା ମାତ୍ରେ ବିପଦ.Iସନ୍ଧ୍ୟା ଆଉ ସକାଳ ସମୟରେ ଏହି ହାତୀମାନଙ୍କ ରାସ୍ତା ପାସ କରିବା ସମୟ ସବୁ ଠାରୁ ବିପଦପୂର୍ଣ୍ଣ। ଜିଲ୍ଲାରେ 300 ରୁ ଉର୍ଦ୍ଧ ହାତୀ ରହିଥିବା ବେଳେ କେବଳ ହିନ୍ଦୋଳ ଫରେଷ୍ଟ ରେଞ୍ଜ ରେ 200ରୁ ଉର୍ଦ୍ଧ ହାତୀ ଚଳପ୍ରଚଳ କରୁଛନ୍ତି। କେବେ ମଣିଷ ତ କେବେ ହାତୀର ଜୀବନ ହାନି ଏଠାକାର ନିତି ଦିନିଆ ଘଟଣା ହୋଇଗଲାଣୀ | ଚଳିତ ମାସରେ ୫ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଗତ କାଲି ଗୋଟିଏ ବଡ଼ ହାତୀର ମୃତ୍ୟୁ ଖବର ଆସିଛି। ଆଜି ସକାଳ ୭ଟା ବେଳେ ଝଡବନ୍ଧ ରୁଙ୍ଗଟା କମ୍ପାନୀ ମୁଖ୍ୟ ଗେଟ ଆଗରେ ଦଳହାତୀ