Download Now Banner

This browser does not support the video element.

ଢେଙ୍କାନାଳ ସଦର: ଖମାରସାହିଠାରେ ବ୍ଲକ୍ ସ୍ତରୀୟ ମାଷ୍ଟର ଟ୍ରେନର୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍‌ଜାପିତ

Dhenkanal Sadar, Dhenkanal | Sep 4, 2025
ଢେଙ୍କାନାଳ ସହରସ୍ଥ ଖମାରସାହି ଆଶ୍ରମ ବିଦ୍ୟାଳୟ ସଭାଗୃହ ଠାରେ କର୍ମଯୋଗୀ ଅଭିଯାନ ଅନ୍ତର୍ଗତ ବ୍ଲକ୍ ସ୍ତରୀୟ ମାଷ୍ଟର ଟ୍ରେନରମାନଙ୍କର ତିନିଦିନିଆ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ ହୋଇଯାଇଅଛି । ଏହି ପ୍ରଶିକ୍ଷଣ ଶିବିରରେ ଜିଲ୍ଲାର ୬ଟି ବ୍ଲକ୍‌ର ସମୁଦାୟ ୧୭ଜଣ ମାଷ୍ଟର ଟ୍ରେନର୍‌ଙ୍କୁ ପ୍ରଶିକ୍ଷଣ ପ୍ରଦାନ ପ୍ରଦାନ କରାଯାଇଛି । ୭ଜଣ ଜିଲ୍ଲା ସ୍ତରୀୟ ମାଷ୍ଟର ଟ୍ରେନର ସେମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ପ୍ରଥମ ଦିବସରେ ଜିଲ୍ଲାପାଳ ଆଶିଷ ଈଶ୍ବର ପାଟିଲ୍ ପ୍ରଶିକ୍ଷଣ ଶିବିରକୁ ଆନୁଷ୍ଠାନିକ ଭାବେ ଘାଟନ କରିଥିଲେ ।
Read More News
T & CPrivacy PolicyContact Us