Download Now Banner

This browser does not support the video element.

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହର ଠାରେ ଥିବା RMC କାର୍ଯ୍ୟାଳୟର ସଭାଗୃହ ଠାରେ ଘୁମୁସର ଦିବସ ପାଳିତ ହୋଇଯାଇଛି ।

Bhanjanagar, Ganjam | Sep 11, 2025
ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହର ଠାରେ ଥିବା RMC କାର୍ଯ୍ୟାଳୟର ସଭାଗୃହ ଠାରେ ଘୁମୁସର ଦିବସ ପାଳିତ ହୋଇଯାଇଛି । ମୁଖ୍ଯ ଅତିଥି ଭାବରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ ନାୟକ ଯୋଗ ଦେଇ ଘୁମୁସର ଦିବସ ଉଦଘାଟନ କରିଥିବା ବେଳେ ଆଜି ଦିନ 11 ଘଣ୍ଟ ସମୟରେ ଏହା ଉଦଘାଟନ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଭଞ୍ଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ସମସ୍ତ ବର୍ଗର ଜନସାଧାରଣ ଯୋଗ ଦେଇଥିଲେ ।
Read More News
T & CPrivacy PolicyContact Us