Download Now Banner

This browser does not support the video element.

ଜଳେଶ୍ବର: ବାଳିଆପାଟି ଛକ ନିକଟରେ ଝୁଲନ୍ତା ଅବସ୍ଥାରେ ଜଣଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି

Jaleswar, Balasore | Aug 24, 2025
ବାଲେଶ୍ୱର ଜିଲ୍ଲା ସିଂଲା ଥାନା ବାଳିଆପାଟି ଛକ ନିକଟସ୍ଥ ହିମାଂଶୁ ପଣ୍ଡାଙ୍କ ଘରେ ଭଡା ରେ ରହୁଥିବା ବାଲିଆପାଳ ଥାନା ହସିନପୁର ଗ୍ରାମ ର ସନ୍ୟାସୀ ଜେନା ଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥା ରେ ଉଦ୍ଧାର ହୋଇଛି.ସୂଚନା ଅନୁସାରେ ଆଜି ଦିନ ଏଗାରଟା ସମୟରେ ରାସ୍ତା ରେ ଯାଉଥିବା କିଛି ଲୋକ ଉକ୍ତ ଘର ନିକଟରେ ପ୍ରବଳ ଗନ୍ଧ ହେଉଥିବା ଜାଣି ସ୍ଥାନୀୟ ଲୋକ ମାନଙ୍କୁ କହିଥିଲେ. ତେବେ ସେଠାରେ କିଛି ଲୋକ ଘର ଭିତରୁ ଗନ୍ଧ ବାହାରୁଥିବା ଜାଣି ତୁରନ୍ତ ପୋଲିସ କୁ ଖବର ଦିଆଯାଇଥିଲା
Read More News
T & CPrivacy PolicyContact Us