Download Now Banner

This browser does not support the video element.

ବୌଦ୍ଧ ସଦର: ଡ଼ିମିରି ଖୋଲ ରାସ୍ତାରୁ ୩୦ କେଜି ଗଞ୍ଜେଇ ସହ କାର ଜବତ କଲା ବୌଦ୍ଧ ଅବକାରୀ ପୋଲିସ

Baudh Sadar, Boudh (Bauda) | Aug 26, 2025
ଆଜି ସନ୍ଧ୍ୟା ୭. ୧୦ସମୟରେ ଜିଲ୍ଲା ଅବକାରୀ ଅଧିକାରୀ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ l ବୌଦ୍ଧ ଥାନା ଅନ୍ତର୍ଗତ ଡ଼ିମିରିଖୋଲ ଛକ ରାସ୍ତାରୁ ଆଜି ପଖପାଖି ମଧ୍ୟାନ୍ହ ପାଖାପାଖି ୧୨. ୩୦ ସମୟରେ, ବୌଦ୍ଧ ସଦର ଅବକାରୀ ଇନସ୍ପେକଟର ସ୍ପେସିଆଳ ଡ୍ରାଇଭ କରୁଥିବା ସମୟରେ ଗୋଟି ଟାଟା ଇଣ୍ଡିଗୋ କାର ନମ୍ବର OD୨୭ ୯୧୯୩ ଥିବା କୋଣସି ଡ୍ରାଇଭନଥିବା ସ୍ଥଳେ କାରରୁ ୩୦କେଜି ଗଞ୍ଜେଇ ଜବତ କରିଛି l କାର ଓ଼ ଗଜେଇକୁ ଜବତ କରି ୯୧/୨୦୨୫-୨୬ରେ ମାମଲା ରୁଜୁ କରାଯାଇଥିବା ନେଇ, ବୌଦ୍ଧ ଅବକାରୀ OIC ସୂଚନା ଦେଇଛନ୍ତି
Read More News
T & CPrivacy PolicyContact Us