Install App
pintumedia
This browser does not support the video element.
ଖଲ୍ଲିକୋଟ୍: ଲଙ୍ଗଳେଶ୍ବର ସର୍ଭିସ୍ ରୋଡ ଠାରେ ହମ୍ପସ ରେ ପିଟି ହୋଇ ଓଲଟିଲା ଯାତ୍ରୀବାହୀ ଅଟୋ; ଡ୍ରାଇଭର ଗୁରୁତର, ମେଡ଼ିକାଲରେ ଭର୍ତ୍ତି
Khalikote, Ganjam | Sep 4, 2025
ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ସର୍ଭିସ୍ ରୋଡ ଠାରେ ଆଜି ସନ୍ଧ୍ୟା ପ୍ରାୟ ୭ ଟା ସମୟରେ ହମ୍ପସ ରେ ପିଟି ହୋଇ ଏକ ଯାତ୍ରୀବାହୀ ଅଟୋ ଓଲଟି ପଡ଼ିଥିବା ବେଳେ ତଳେ ପଡ଼ି ଅଟୋ ଡ୍ରାଇଭର ଗୁରୁତର ହୋଇଥିବା ସୂଚନା ମିଳିଛି । ଗୁରୁତର ଡ୍ରାଇଭର ଜଣଙ୍କ ସାବୁଳିଆ ଗ୍ରାମର ଅଶୋକ ବେହେରା ବୋଲି ଜଣା ପଡ଼ିଛି । ଅଶୋକ ଙ୍କୁ ପ୍ରଥମେ ଖଲ୍ଲିକୋଟ ମେଡ଼ିକାଲରେ ପ୍ରାଥମିକ ଚିକିତ୍ସା କରାଯାଇ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି ।
Share
Read More News
T & C
Privacy Policy
Contact Us
Your browser does not support JavaScript!