Download Now Banner

This browser does not support the video element.

ଜୁନାଗଡ: ଧାମନପୁର ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ଜଣେ ମୃତ, ୪ ଗୁରୁତର

Junagarh, Kalahandi | Aug 27, 2025
ଧାମନପୁର ନିକଟରେ ବୁଧବାର ମଧ୍ୟାହ୍ନ ୧୨ ଟା ରେ ଘଟିଛି ମର୍ମନ୍ତୁତ ସଡ଼କ ଦୁର୍ଘଟଣା। ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣକର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଥିଲେ। ମୃତକ ଜଣକ ହେଲେ ଦଶପୁର ଫାଣ୍ଡି ଅମଠା ଗାଁର ଟିକଚନ ମାଝୀ । ଗୁରୁତର ମାନଙ୍କ ମଧ୍ୟରେ ଅମଠା ଗାଁ ର ଧର୍ମେନ୍ଦ୍ର ମାଝୀ, ପ୍ରିୟା ମାଝୀ ଏବଂ ବନ୍ଧା ଗାଁ ର ଦୁର୍ଯ୍ୟୋଧନ ସୁନାନୀ, ମଞ୍ଜୁ ସୁନାନୀ ରହିଛନ୍ତି ।ସମସ୍ତଙ୍କୁ ଧର୍ମଗଡ ହସ୍ପିଟାଲକୁ ନେଇଥିଲେ।
Read More News
T & CPrivacy PolicyContact Us