Install App
khabr.malyabanta
This browser does not support the video element.
ମାଲକାନଗିରି: ଜିଲ୍ଲାରେ ବିଶ୍ୱ ଆଦିବାସୀ ଅଧିକାର ଦିବସ ପାଳନ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରତିକ୍ରିୟା ରଖିଲେ ଆଦିବାସୀ ସମାଜର ନେତା
Malkangiri, Malkangiri | Sep 13, 2025
ମାଲକାନଗିରି ଜିଲ୍ଲା ସଦର ମହକୁମା ରେ ବିଶ୍ୱ ଆଦିବାସୀ ଅଧିକାର ଦିବସ ପାଳନ କରାଯାଇଛି। ଏହି ଅବସରରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ବହୁ ଆଦିବାସୀ ସମ୍ପ୍ରଦାୟର ବ୍ୟକ୍ତି ବିଶେଷ ଓ ବିଭିନ୍ନ ସଙ୍ଗଠନ ର ସଦସ୍ୟ ମାନେ ଉପସ୍ଥିତ ରହି ଏକ ବିଶାଳ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପହଁଚି ଦାବିପତ୍ର ପ୍ରଦାନ କରିଥିଲେ। ଏନେଇ ସ୍ଥାନୀୟ ଆଦିବାସୀ ସମାଜର ନେତା ପ୍ରତିକ୍ରିୟା ରଖିଛନ୍ତି।
Share
Read More News
T & C
Privacy Policy
Contact Us
Your browser does not support JavaScript!