Install App
khabar24pintu
This browser does not support the video element.
କଟକ ପୌରାଞ୍ଚଳ: ସିଏମସି ପକ୍ଷରୁ ଗୁରୁବାର ବାଦାମବାଡ଼ି ଛକରୁ ଦୋଳମୁଣ୍ଡେଇ ପର୍ଯ୍ୟନ୍ତ ଜବର ଦଖଲ ଉଚ୍ଛେଦ
Cuttack M Corp PS, Cuttack | Aug 21, 2025
ବାଦାମବାଡ଼ି ଠାରୁ ଦୋଳ ମୁଣ୍ଡେଇ ପର୍ଯ୍ୟନ୍ତ ଗୁରୁବାର ଦିନ ୩ଟାରେ ରାସ୍ତାର ଉଭୟ ପାର୍ଶ୍ବରେ ସିଏମସି ଏନଫର୍ସମେଣ୍ଟ ଟିମ୍ ଜବର ଦଖଲ ଉଚ୍ଛେଦ କରିଥିଲେ, ପ୍ରାୟ ୨୦ ରୁ ଅଧିକ ଉଠା ଦୋକାନ ଉଚ୍ଛେଦ ହୋଇଥିଲା, ବାଦାମବାଡ଼ି ପୋଲିସ ଉପସ୍ଥିତିରେ ଉଚ୍ଛେଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା
Share
Read More News
T & C
Privacy Policy
Contact Us
Your browser does not support JavaScript!