This browser does not support the video element.
ଭଟଲି: ବାଞ୍ଜିପାଲି ଗ୍ରାମ ର କ୍ଳବ ଠାରେ ଅଙ୍ଗଦାନ ଶିବିର ଅନୁଷ୍ଠିତ
Bhatli, Bargarh (Baragarh) | Sep 1, 2025
ବାଞ୍ଜିପାଲି ଗ୍ରାମ ର କ୍ଳବ ଠାରେ ଅଙ୍ଗଦାନ ଶିବିର ଅନୁଷ୍ଠିତ ଭଟଲି ବ୍ଳକ ଅନ୍ତର୍ଗତ ବାଞ୍ଜିପାଲି ଗ୍ରାମର କ୍ଳବ ଠାରେ ଆଜି ଦିନ ୧୧ଟାରେ ଏକ ଅଙ୍ଗଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଏଥିରେ ଭଟଲି ବ୍ଳକ ଟୁକୁର୍ଲା ଠାରେ ଥିବା ଜିଲ୍ଲା ସରକାରୀ ମୁଖ୍ୟ ଚିକିତ୍ସାଳୟ ର କର୍ମଚାରୀସୁନୀଲ ସାହା, ସ୍ୱେଚ୍ଛାସେବୀ ସଂଘମିତ୍ରା ପଟେଲ, ଅତିଥି ଭାବରେ ଯୋଗଦାନ କରି ଏହି ଅଙ୍ଗଦାନ ବିଷୟରେ ବିସ୍ତୃତ ଭାବରେ ବୁଝାଇଥିଲେ। ଏହି ଶିବିରରେ ବାଞ୍ଜିପାଲି ଗ୍ରାମର ସୀତାରାମ ଦାଶ ତାଙ୍କର ଅଙ୍ଗ ଦାନ କରିବେ ଏହି ଅଙ୍ଗଦାନ କରିବାପାଇଁ ସେ ସ୍ବାକ୍ଷର କରିଥିଲେ।