This browser does not support the video element.
ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ବାଲିପଡା ଗାଁରେ ପୋଲିସ ପ୍ରଶାସନ ର ଚଢାଉ । ବଜରଙ୍ଗ ଡିଜେ ସହ ଡିଜେ ମାଲିକ ର ଘରକୁ ସିଲ କରାଯାଇଛି ।
Digapahandi, Ganjam | Sep 8, 2025
ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ବାଲିପଡା ଗାଁରେ ପୋଲିସ ପ୍ରଶାସନ ର ଚଢାଉ । ବଜରଙ୍ଗ ଡିଜେ ସହ ଡିଜେ ମାଲିକ ର ଘରକୁ ସିଲ କରାଯାଇଛି । ଏହି ଚଢାଉ ଆଜି ଦିନ 11 ଘଣ୍ଟ ସମୟରେ ହୋଇଥିବା ବେଳେ ଦୁଇ ଡିଜେ ଗାଡି ମଧ୍ଯରେ ଉଦ୍ଦେଶ୍ୟ ମୁଳକ ଭାବରେ ଧକ୍କା ଦେଇ ଶକ୍ତି ପ୍ରଦର୍ଶନ କରାଯାଇଥିଲା । ଭିଡିଓ ଭାଇରାଲ ପରେ ସଦର ଥାନା ପୋଲିସ ପ୍ରଶାସନ ଓ କୁକୁଡାଖଣ୍ଡି ତହସିଲଦାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏଥିସହ ଡିଜେ ଗାଡିକୁ ଜବତ କରାଯିବା ସହ ଘରକୁ ମଧ୍ଯ ସିଲ କରାଯାଇଥିବା କୁକୁଡାଖଣ୍ଡି ତହସିଲଦାର ସୂଚନା ଦେଇଛନ୍ତି । ଏହି ଚଢାଉ ରେ ବ୍ରହ୍ମପୁର ଉପ ଜିଲ୍ଲାପାଳ ମଧ୍ଯ ସାମିଲ ଥିଲେ ।