Install App
khabr.malyabanta
This browser does not support the video element.
ମାଲକାନଗିରି: ଜିଲ୍ଲା ସୀମାନ୍ତ ମିଚିଙ୍ଗପାରା ଜଙ୍ଗଲରେ ନକ୍ସଲଙ୍କ ଦ୍ଵାରା ଲୁଚାଇ ରଖାଯାଇଥିବା ବିପୁଳ ପରିମାଣର ବିସ୍ଫୋରକ ଓ ଅସ୍ତ୍ରଶସ୍ତ୍ର ଜବତ କଲେ ଜବାନ
Malkangiri, Malkangiri | Sep 29, 2025
ମାଲକାନଗିରି ଜିଲ୍ଲା ସୀମାନ୍ତ ମିଚିଙ୍ଗପାରା ଜଙ୍ଗଲ ରେ ନକ୍ସଲଙ୍କ ଦ୍ଵାରା ଲୁଚାଇ ରଖାଯାଇଥିବା ବିପୁଳ ପରିମାଣର ବିସ୍ଫୋରକ ଏବଂ ଅସ୍ତ୍ରଶସ୍ତ୍ରକୁ ଜବତ କରିଛନ୍ତି ସୁରକ୍ଷା କର୍ମୀ। ସୂଚନା ଅନୁଯାୟୀ ମାଓ ଗଡ କୁହାଯାଉଥିବା ଆବୁଝମାଡର ମିଚିଙ୍ଗପାରା ଜଙ୍ଗଲ ମାଓ ଦମନ ନିମନ୍ତେ ଡିଆରଜି ଓ ବିଏସଏଫର ଯବାନ ମାନେ ତଲାସି କରିବା ବେଳେ ନକ୍ସଲ ମାନେ ଲୁଚାଇ ରଖିଥିବା ବିପୁଳ ପରିମାଣର ବିସ୍ଫୋରକ ଏବଂ ନକ୍ସଲ ସାମଗ୍ରୀ ଉଦ୍ଧାରଜବତ କରିଛନ୍ତି।
Share
Read More News
T & C
Privacy Policy
Contact Us
Your browser does not support JavaScript!