Download Now Banner

This browser does not support the video element.

ଖଲ୍ଲିକୋଟ୍: ବାଲନ୍ତର ଗ୍ରାମରେ ରାମ ମନ୍ଦିର ପାଚେରୀ ଉନ୍ନତିକରଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ

Khalikote, Ganjam | Aug 23, 2025
ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ବାଲନ୍ତର ଗ୍ରାମରେ ରାମ ମନ୍ଦିର ପାଚେରୀ ଉନ୍ନତି କରଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରଣ ର ଶୁଭାରମ୍ଭ କରିଛନ୍ତି ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ । ଆଜି ଦିନ ୧୧ ଟା ସମୟରେ ବିଧାୟକ ଶ୍ରୀ ସେଠୀ ବାଲନ୍ତର ଗ୍ରାମ ଠାରେ ପହଞ୍ଚି ରାମ ମନ୍ଦିର ପାଚେରୀ ଉନ୍ନତି କରଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।
Read More News
T & CPrivacy PolicyContact Us