This browser does not support the video element.
ବୌଦ୍ଧ ସଦର: ସରସରା ମହୁଲପାଲି ଗ୍ରାମ ରାସ୍ତାରୁ ବେଆନ ୮ଲିଟର ଦେଶି ମହୁଲି ମଦ ଜବତ କରିବା ସହିତ ଆସାମୀକୁ ଗିରଫ ମାମଲା ରୁଜୁ
Baudh Sadar, Boudh (Bauda) | Aug 27, 2025
ଆଜି ସନ୍ଧ୍ୟା ୭ଟା ସମୟରେ ଜିଲ୍ଲା ଅବକାରୀ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ l ବୌଦ୍ଧ ଥାନା ଅନ୍ତର୍ଗତ ସରସରା ପଞ୍ଚୟତର ମହୁଲପାଲି ଗ୍ରାମ ରାସ୍ତାରେ ବେଆନ ଦେଶି ମହୁଲି ମଦ ବିକ୍ରି କାରବାର ହେଉଥିବାର ଜାଣି, ଆଜି ମଧ୍ୟାନ୍ହ ପାଖାପାଖି ୪ଟା ସମୟରେ ହରଭଙ୍ଗା ଅବକାରୀ ପୋଲିସ ଚଢ଼ାଉ କରି ବେଆଇନ ୮ଲିଟର ଦେଶି ମାହୁଲି ପାଉଚ ମଦକୁ ଜବତ ସହିତ ସମ୍ପୃକ୍ତ ଆସାମୀକୁ କାବୁ କରି ଗିରଫ କରି ଥିଲା l ହରଭଙ୍ଗା ଅବକାରୀ ପୋଲିସ ୬୮/୨୦୨୫-୨୬ରେ ମାମଲା ରୁଜୁ କରି ୩୫(୩)BNSS ରେ ନୋଟିସ ନେଇ ଆସାମୀକୁ ଛାଡି ଦୁଆଯାଇଛି