Download Now Banner

This browser does not support the video element.

ଛତ୍ରପୁର: ସରୁନି ବ୍ରହ୍ମପୁର ରିଂରୋଡ ନିର୍ମାଣ କାର୍ଯ୍ୟ, ବଡ କୁଶସ୍ଥଳୀ ଠାରେ ପ୍ରତିକ୍ରିୟା ରଖିଲେ ସ୍ଥାନୀୟ ବାସିନ୍ଦା #Jansamasya

Chhatrapur, Ganjam | Aug 22, 2025
ବ୍ରହ୍ମପୁରରେ ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି ଟ୍ରାଫିକ ସମସ୍ୟା। ରାସ୍ତା ପ୍ରଶସ୍ତିକରଣ ପରିବର୍ତ୍ତେ ଫୁଟପାଥ ଓ ସ୍ଥାନୀୟ ବେପାରୀଙ୍କ ଦ୍ଵାରା ରାସ୍ତା ଅବରୋଧ ହୋଇ ସଂକୀର୍ଣ୍ଣ ହେବାରେ ଲାଗିଛି। ଯାହାକୁ ନେଇ ରିଙ୍ଗ ରୋଡ ନିମନ୍ତେ କାର୍ଯ୍ଯ ଚାଲିଛି। ତେବେ ବର୍ଷ ବର୍ଷ ଧରି ନିର୍ମାଣ କାର୍ଯ୍ୟ ସରୁନି ।ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରି ଶୁକ୍ରବାର ପୂର୍ବାହ୍ନରେ ବଡ କୁଶସ୍ଥଳୀ ଠାରେ ପ୍ରତିକ୍ରିୟା ରଖିଛନ୍ତି ସ୍ଥାନୀୟ ବାସିନ୍ଦା।
Read More News
T & CPrivacy PolicyContact Us