This browser does not support the video element.
ସୁକିନ୍ଦା: ହରିପୁର ହାଟରେ ଗଣ୍ଡଗୋଳ ଜଣେ ଆହତ ଥାନାରେ ଅଭିଯୋଗ
Sukinda, Jajpur | Sep 1, 2025
ସୁକିନ୍ଦା ଥାନା ଅନ୍ତର୍ଗତ ହରିପୁର ହାଟରେ ବ୍ୟକ୍ତିଗତ ସମସ୍ୟାକୁ କେନ୍ଦ୍ରକରି ଗଣ୍ଡଗୋଳ ସୃଷ୍ଟି ହୋଇଥିଲା ସ୍ଥାନୀୟ ବାସିନ୍ଦା ରଞ୍ଜିତ ଭୁଇଁଆ, କାଠିଆ ଭୁଇଁଆ ଓ ଉଲ୍ଲାସ ଭୁଇଁଆଙ୍କ ଆକ୍ରମଣରେ ସ୍ଥାନୀୟ ବାସିନ୍ଦା ଗୋବର୍ଦ୍ଧନ ରାଉତ ଆହତ ହୋଇଥିଲେ । ଗୋବର୍ଦ୍ଧନ ରାଉତଙ୍କୁ ତାଙ୍କର ପରିବାର ବର୍ଗଙ୍କ ସହାୟତାରେ ତୁରନ୍ତ ଉଦ୍ଧାର କରାଯାଇ ସୁକିନ୍ଦା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ପରେ ଗୋବର୍ଦ୍ଧନ ରାଉତ ସୁକିନ୍ଦା ଥାନା ଦ୍ଵାରସ୍ଥ ହୋଇ ଏକ ଲିଖିତ ଅଭିଯୋଗ କରିଛନ୍ତି ।