Download Now Banner

This browser does not support the video element.

ସୁକିନ୍ଦା: ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା ପ୍ରତିବାଦରେ ଧର୍ମଶାଳା ବ୍ଲକ ସମ୍ମୁଖରେ ଗଣଧାରଣା

Sukinda, Jajpur | Sep 12, 2025
ଗର୍ଜିଲେ ଆମ୍ବେଦକରବାଦୀ ସଂଗଠନ ସମ୍ବିଧାନର ପ୍ରଣେତାଙ୍କ ପ୍ରତିମୂର୍ତ୍ତିକୁ ଅସମ୍ମାନ କରି ଭାଙ୍ଗିବା ଘଟଣାରେ ଆମ୍ବେଦକରବାଦୀ ଗଣ ସଂଗଠନ ସମୂହ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ଦେଖିବାକୁ ମିଳିଥିଲା । ସଂଗଠନ ପକ୍ଷରୁ ରାଜରାସ୍ତାରେ ଗର୍ଜିବା ସହ ଏକ ବିଶାଳ ସମାବେଶ କରି ଗଣଧାରଣା ଦିଆଯାଇଥିଲା ।
Read More News
T & CPrivacy PolicyContact Us