This browser does not support the video element.
ମାଲକାନଗିରି: ବାଲିମେଳା ଛକ ନିକଟରୁ ୮ ଖଣ୍ଡ ଟେକ ଦଣ୍ଡା ଜବତ, ଅଟୋ ସମେତ ଜଣେ ଗିରଫ
Malkangiri, Malkangiri | Aug 25, 2025
ମାଲକାନଗିରି ଜିଲ୍ଲା ବାଲିମେଳା ବନାଞ୍ଚଳ ବେଆଇନ କାଠ ଦଣ୍ଡା ଚାଲାଣ କୁ ରୋକିବାରେ ସକ୍ଷମ ହେବା ସହ ଜଣେ ଅଭିଯୁକ୍ତ କୁ ଆଜି ଦିନ ୩ଟା ସମୟରେ କୋର୍ଟ ଚାଲାଣ କରିଛି। ମିଳିଥିବା ସୂଚନାନୁଯାୟୀ ବାଲିମେଳା ବନାଞ୍ଚଳ ରେଞ୍ଜର ଲିସ୍ମିତା କଂହର ବିଶେଷ ସୁତରୁ ଖବର ପାଇ ଏକ ଟିମ ନେଇ ରବିବାର ସନ୍ଧ୍ୟା ସମୟରେ ବାଲିମେଳା ଛକ ନିକଟରେ ଜଗି ରହିଥିଲେ। ବେଆଇନ ଭାବେ କାଠ ଗଣ୍ଡି ଅଟୋ ଯୋଗେ ନାକାମାମୁଢି ଅଞ୍ଚଳର ଡୁମରିପଦର ଗ୍ରାମରୁ ଆସୁଥିବା ବେଳେ ଅଟୋ ଟିକୁ ଦେଖି ବନାଞ୍ଚଳ ଟିମ ଅଟକାଇଥିଲେ। ଉକ୍ତ ଅଟୋ ରୁ ୮ ଖଣ୍ଡ ଟେକ କାଠ ଗଣ୍ଡି ଜବତ କରାଯାଇଥିଲା। ପରେ ଜବତ ଅଟୋ ସମେତ ଉକ୍ତ କାଠ ଖଣ୍ଡ ଗୁଡିକ