This browser does not support the video element.
ସିମୁଳିଆ: ଜାମୁଝାଡ଼ି ଠାରେ ବସରେ ଗଞ୍ଜେଇ ଚାଲାଣ ବେଳେ ଅବକାରୀ ବିଭାଗର ଚଢ଼ାଉ, ଗଞ୍ଜେଇ ଜବତ ଓ 3 ଗିରଫ
Similia, Balasore | Aug 25, 2025
ବସ ରେ ଚାଲାଣ ହେଉଥିଲା ଗଞ୍ଜେଇ ମାଡି ବସିଲା ଅବକାରୀ ବିଭାଗ, 20 କେଜି ଗଞ୍ଜେଇ ଜବଦ 3 ଜଣ ଗିରଫ, କୋଲକତା ରୁ ଭୁବନେଶ୍ୱର ଯାଉଥିବା ଏକ ଘରୋଇ ବସ ରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଖଇରା ଅବକାରୀ ଅଧିକାରୀ ସୁରଜ କୁମାର ଟୀଗା ଓ ନୀଳଗିରି ରେଞ୍ଜ ଅବକାରୀ ଅଧିକାରୀ କେଶବ ଦାସ ବିଭାଗ ବିଶେଷ ସୂତ୍ରରୁ ଖବର ପାଇ 16 ନଂ ଜାତୀୟ ରାଜପଥ ଜାମୁଝାଡ଼ି ଛକ ନିକଟରେ ବସ କୁ ଅଟକାଇ ଯାଞ୍ଚ ବେଳେ 20 କେଜି ଗଞ୍ଜେଇ ଜବଦ 3 ଜଣ ଗିରଫ, ଗିରଫ ଯୁବକ ମାନେ ହେଲେ କୋଲକାତା ଅଂଚଳ ସୁଲତାନ ଖାଁ, ଅସିତ ମଲ୍ଲିକ ଓ ଟିମାଜୁଦିନ ସାହା l