Download Now Banner

This browser does not support the video element.

ଖଲ୍ଲିକୋଟ୍: ମା' ଗୌରୀ ବେଶରେ ଦର୍ଶନ ଦେଲେ ଗଞ୍ଜାମ ର ଅଧିଷ୍ଠାତ୍ରୀ ଦେବୀ ମା' ତାରାତାରିଣୀ, ଶତାଧିକ ଭକ୍ତଙ୍କ ସମାଗମ

Khalikote, Ganjam | Sep 30, 2025
ନବରାତ୍ର ପୂଜା ପାଇଁ ଚଳଚଂଚଳ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ତାରାତାରିଣୀଙ୍କ ପୀଠ । ଆଜି ସକାଳୁ ଦ୍ଵାରା ପିଠା ନୀତି ପରେ ମଙ୍ଗଳ ଆଳତି କରାଯାଇ ପ୍ରାଥମିକ ନିତିକାନ୍ତି ଆରମ୍ଭ ହୋଇଛି । ନବରାତ୍ରୀ ପୂଜାର ଆଜି ନବମ ଦିନରେ ମାଆଙ୍କ ଗୌରୀ ବେଶ ଅନୁଷ୍ଠିତ ହୋଇଛି । ଅନ୍ୟପଟେ ମାଆଙ୍କ ଏହି ଦୁର୍ଲଭ ବେଶ ଦେଖିବା ପାଇଁ ରାତି ୮ ଟା ସମୟରେ ଦୂରଦୂରାନ୍ତରୁ ଭକ୍ତ ମାନେ ଆସି ମାଆଙ୍କ ଦର୍ଶନ ଲାଭ କରିଛନ୍ତି ।
Read More News
T & CPrivacy PolicyContact Us