This browser does not support the video element.
ସଦର: ଭବାନୀପାଟଣା ର ବିଭିନ୍ନ ସ୍ଥାନରେ ଆଜି ନୂଆଁଖାଇ ପର୍ବ ମହାସମାରୋହ ପାଳନ
Sadar, Kalahandi | Sep 2, 2025
ଭବାନୀପାଟଣା ର ବିଭିନ୍ନ ସ୍ଥାନରେ ଆଜି ନୂଆଁଖାଇ ପର୍ବ ମହାସମାରୋହ ପାଳନ ହୋଇଯାଇଛି। ଘରେ ଘରେ ଖିରିପିଠାରେ ପରିବେଶ ମହକି ଉଠିଛି। ନବାନ୍ନ ଲାଗି ହେବା ପରେ ନୂଆଁ ଧାନରେ ପ୍ରସ୍ତୁତ ଚୁଡ଼ା ଖିରିକୁ କୁରେଇ ପତ୍ରରେ ନିଜ ଇଷ୍ଟଦେବୀ ଏବଂ ଗ୍ରାମ ଦେବୀଙ୍କୁ ସମର୍ପଣ କରାଯାଇଛି। ଏହି ଅବସରରେ ହଜାର ହଜାର ଲୋକେ ନବାନ୍ନ ଖାଇଥିଲେ l ତେବେ ଏନେଇ ଆଜି ଅପରାହ୍ନ 4 ଟା ସମୟରେ ଜଣାଯାଇଛି