Install App
bargarhdist.news
This browser does not support the video element.
ବରଗଡ: କେନ୍ଦପାଲି ଗ୍ରାମରେ ନକଲି ମଦ ତିଆରି କାରଖାନା ଉପରେ ଚଢ଼ାଉ କରାଯାଇଥିବା ନେଇ ଅବକାରୀ ଅଧିକ୍ଷକ ତାଙ୍କ କାର୍ଯ୍ୟାଳୟରେ ରଖିଲେ ପ୍ରତିକ୍ରିୟା
Bargarh, Bargarh (Baragarh) | Aug 26, 2025
ବରଗଡ଼ରେ ତିଆରି ହେଉଛି ନକଲି ମଦ | ବିଦେଶୀ ମଦ ବୋଲି ପିଉଛନ୍ତି କି ନକଲି ମଦ | ବରଗଡ଼ ସଦର ବ୍ଲକ କେନ୍ଦପାଲି ଗ୍ରାମରେ ଏକ ନକଲି ମଦ ତିଆରି କାରଖାନା ଉପରେ ଚଢ଼ାଉ କରିଛି ଅବକାରୀ ବିଭାଗ | ଏନେଇ ମଙ୍ଗଳବାର ମଧ୍ୟାହ୍ନ 1 ଘଣ୍ଟା ସମୟରେ ଅବକାରୀ ଅଧିକ୍ଷକ ନିଜ କାର୍ଯ୍ୟାଳୟରେ ପ୍ରତିକ୍ରିୟା ରଖିଛନ୍ତି | ନମ୍ବର 1,ରୟେଲ ଷ୍ଟେଗ ଓ RC ଭଳି ବିଦେଶୀ ମଦ ବୋତଲରେ ଏହି ନକଲି ମଦ ଭର୍ତ୍ତି କରି ବିକ୍ରି କରାଯାଉଥିବା ସୂଚନା ଦେଇଛନ୍ତି ଅବକାରୀ ଅଧିକ୍ଷକ ଶ୍ରୀ ସୁବନ କୁମାର ନାୟକ ।
Share
Read More News
T & C
Privacy Policy
Contact Us
Your browser does not support JavaScript!