Download Now Banner

This browser does not support the video element.

ଜଗତସିଂହପୁର: ନାଉଗାଁ ଥାନ ଅଞ୍ଚଳ ର ଏରେଡା ନିକଟରୁ ସୁନାଚେନ ଲୁଟ ଘଟଣା ରେ ଅଭିଯୁକ୍ତ ଗିରଫ

Jagatsinghapur, Jagatsinghpur | Sep 10, 2025
ସୁନାଚେନ ଲୁଟ ଘଟଣା ରେ ଅଭିଯୁକ୍ତ ଗିରଫ ନାଉଗାଁ ଥାନ ଅଞ୍ଚଳ ର ଏରେଡା ନିକଟରୁ ଗତ ମାସ ୧୨ ତାରିଖ ଦିନ ସେହି ଗ୍ରାମର ନିର୍ମଳା ମହାନ୍ତି ନାମକ ଜଣେ ମହିଳା କେନାଲ ବନ୍ଧ ନିକଟରେ ଜାଳ ଭାଙ୍ଗୁଥିବା ସମୟରେ ଦୁଇ ଜଣ ଅଚିନ୍ହା ଯୁବକ ଏକ ବାଇକି ଯୋଗେ ଆସି ଏକ ଠିକଣା ବୁଝିବା ଆଳରେ ମହିଳାଙ୍କୁ ଆକ୍ରମଣ କରି ମହିଳାଙ୍କ ବେକରେ ଥିବା ସୁନାଚେନ ଓ କାନଫୁଲ ଲୁଟିନେଇ ଚମ୍ପଟ ମାରିଥିଲେ l ଯେଉଁ ଘଟଣା କୁ ଆଧାର କରି ମହିଳା ଜଣକ ଏକ ଲିଖିତ ଅଭିଯୋଗ ନାଉଗାଁ ପୋଲିସ ଷ୍ଟେସନ ରେ କରିଥିଲେ l ପୋଲିସ ଏହି ଅଭିଯୋଗ କ୍ରମେ ଗୋଟେ କେସେ ୨୨୩/୨୦୨୫ ଦାୟର କରି ଘଟଣା ତଦନ୍ତ ଆରମ୍ଭ କରିଥିଲା l କିନ୍ତୁ ପୁନ
Read More News
T & CPrivacy PolicyContact Us