Install App
naikdhaga
This browser does not support the video element.
ଧର୍ମଗଡ: କାଦୁଅ ପଚ ପଚ ରାସ୍ତାରେ ଯାତାୟତ କରୁଛନ୍ତି ଲୋକେ, ରାସ୍ତା ନିର୍ମାଣ ଦାବିରେ ଉପଜିଲ୍ଲାପାଳ ଙ୍କ ଦ୍ୱାରସ୍ତ ହେଲେ ବରଗାଁ ଗ୍ରାମବାସୀ
Dharamgarh, Kalahandi | Sep 26, 2025
ସ୍ୱାଧୀନତା ର ୭୯ ବର୍ଷ ପୂର୍ତ୍ତି ହୋଇଥିଲେ ମଧ୍ୟ ମୌଳିକ ସୁବିଧା ରୁ ବଞ୍ଚିତ ଲୋକେ। ସେହି ୭୯ ବର୍ଷ ତଳ ଭିତରେ ଜୀବନ ଜାପାନ କରୁଛନ୍ତି ଗ୍ରାମବାସୀ। ଗାଁ କୁ ଯିବାକୁ ପକ୍କା ରାସ୍ତା ନ ଥିବାରୁ ଧର୍ମଗଡ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ଦ୍ୱାରସ୍ତ ହୋଇ ଉପଜିଲ୍ଲାପାଳ ଙ୍କ ଅନୁପସ୍ଥିତି ରେ ଅତିରିକ୍ତ ଉପଜିଲ୍ଲାପାଳ ଙ୍କୁ ଦାବିପତ୍ର ଦେଇଛନ୍ତି ବରଗାଁ ଗ୍ରାମବାସୀ।
Share
Read More News
T & C
Privacy Policy
Contact Us
Your browser does not support JavaScript!