Install App
malliksaroj28
This browser does not support the video element.
ପୁରୀ ମ୍ୟୁନିସିପାଲଟି: ଶ୍ରୀମନ୍ଦିର ଉତ୍ତର ଦ୍ୱାର ରୁ ବାଇକ ଚୋରି ହେଉଥିବାର ଦୃଶ୍ୟ ସିସିଟିଭି ରେ କଏଦ l ଏଭଳି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ l
Puri M, Puri | Aug 25, 2025
ଶ୍ରୀମନ୍ଦିର ଉତ୍ତର ଦ୍ୱାର ରୁ ବାଇକ ଚୋରି ହେଉଥିବାର ଦୃଶ୍ୟ ସିସିଟିଭି ରେ କଏଦ l ଏଭଳି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି l ଜଣେ ଯୁବକ ଚତୁରତା ତ ସହିତ କିଭଳି ଏକ ବାଇକ ଚୋରି କରି ନେଉଛନ୍ତି ତାହାର ଏକ ଭିଡ଼ିଓ ସାମ୍ନାକୁ ଆସିଛି l
Share
Read More News
T & C
Privacy Policy
Contact Us
Your browser does not support JavaScript!