Download Now Banner

This browser does not support the video element.

ଯଶିପୁର: ଚତୁରାଞ୍ଜଳି ପଞ୍ଚାୟତ କାର୍ଯ୍ୟାଳୟରେ ବିକାଶ ବାହନକୁ ପତାକା ଦେଖାଇ ଶୁଭାରମ୍ଭ କଲେ ବିଡ଼ିଓ

Jashipur, Mayurbhanj | Jun 18, 2025
ରାଜ୍ୟବାସୀଙ୍କ ସେବାରେ ଏକ ବର୍ଷ ପୂରଣ କଲା ରାଜ୍ୟ ସରକାର। ସରକାରକୁ ଏକ ବର୍ଷ ପୂର୍ତ୍ତି ଅବସରରେ ଆଜି ଦିବା 12 ଘଟିକା ସମୟରେ ସୁକ୍ରୁଳୀ  ବ୍ଲକ ରୋ ଚତୁରାଞ୍ଜଳି ପଞ୍ଚାୟତ କାର୍ଯ୍ୟାଳୟ  ଠାରୁ ଆରମ୍ଭ ହୋଇଥିବା ବିକାଶ ବାହାନକୁ  ପତାକା ଦେଖାଇ ଶୁଭାରମ୍ଭ କଲେ  ବିଡ଼ିଓ ।ଏହି ବିକାଶ ବାହନ ବ୍ଲକ ର ପ୍ରତ୍ୟେକ ଗାଁ କୁ ଯାଇ ରାଜ୍ୟ ସରକାର ଏକ ବର୍ଷ ଭିତରେ କରିଥିବା ଉନ୍ନତିମୂଳକ କାର୍ଯ୍ୟର ପ୍ରଚାର କରିବ।ଏହି କାର୍ଯ୍ୟକ୍ରମ ରେ ବ୍ଲକ ର ଅଧିକାରୀ ଉପସ୍ଥିତ ଥିଲେ।
Read More News
T & CPrivacy PolicyContact Us