Download Now Banner

This browser does not support the video element.

ଫୁଲବାଣୀ ସହର: ଫିରିଙ୍ଗିଆ ଠାରେ ପଞ୍ଛମ ବାର୍ଷିକ ସୁଜିତ ସ୍ମାରକି ଫୁଟବଲ ପ୍ରତିଯୋଗିତା 2025ର କାଯ୍ୟକ୍ରମ ର ଶୁଭ ଉଦ୍ଘାଟନ ହଇଯାଇଛି,

Phulabani Town, Kandhamal | Sep 1, 2025
ଫିରିଙ୍ଗିଆ ଠାରେ ପଞ୍ଛମ ବାର୍ଷିକ ସୁଜିତ ସ୍ମାରକି ଫୁଟବଲ ପ୍ରତିଯୋଗିତା 2025ର କାଯ୍ୟକ୍ରମ ହର ଶୁଭ ଉଦ୍ଘାଟନ ହଇଯାଇଛି, ଏହି କାଯ୍ୟକ୍ରମ ଟି ସମବାର ଦିନ 11ଘଣ୍ଟିକା ରେ ଆରମ୍ଭ ହଇ ମଙ୍ଗଳବାର ଅପରାହ୍ନ 5ଘଣଣ୍ଟିକା ରେ ଉଦଯାପନ ହେବାର କାଯ୍ୟକ୍ରମ ରହିଛି,ଫିରିଙ୍ଗିଆ ତଥା କନ୍ଧମାଳ ଜିଲ୍ଲା ର ଜଣାଶୁଣା କ୍ରୀଡା ସଂଗଠକ ସୁଜିତ କୁମାର ଙ୍କ ସ୍ମୁତି ଉଦ୍ୟେଶ ରେ ଏହି ପପ୍ରତିଯଗିତା 5ବର୍ଷ ଧରି ଚାଲୁ ରହିଥିବା ନେଇ ସୁଚନା ମିଳିଛି
Read More News
T & CPrivacy PolicyContact Us