Download Now Banner

This browser does not support the video element.

ବଲାଙ୍ଗୀର: କରଙ୍ଗାକଟା ନିକଟରୁ ୫୮ ବୋତଲ ଏସ୍‌କଫ୍ କଫ୍ ସିରପ୍ ଜବତ ଜଣେ ଯୁବକ ଗିରଫ

Balangir, Balangir | Sep 6, 2025
ବଲାଙ୍ଗୀର ରେ 58 ବୋତଲ ଏସ୍‌କଫ୍ କଫ୍ ସିରପ୍ ଜବତ ଜଣେ ଅଭିଯୁକ୍ତ ଗିରଫ ବଲାଙ୍ଗୀର ଟାଉନ୍ ପୋଲିସ୍‌କୁ ମିଳିଥିବା ସୂଚନା ଆଧାରରେ କରଙ୍ଗା କଣ୍ଟା ନିକଟରେ ଏକ Honda SP ମୋଟରସାଇକେଲ୍‌କୁ ଅଟକାଇ 58 ବୋତଲ Eskuf କଫ୍ ସିରପ୍ ଜବତ କରିଛି ପୋଲିସ ତା ସହିତ ଗୋଟିଏ VIVO ମୋବାଇଲ୍ ଓ 20 ହଜାର 150 ଟଙ୍କା ମଧ୍ୟ ଜବତ ହୋଇଛି । ପୋଲିସ୍ Mousam Tripathy ଙ୍କୁ ଗିରଫ କରି NDPS ଆଇନ୍‌ ଅନୁସାରେ ମାମଲା ରଜିଷ୍ଟ୍ରି କରିଛି । ଅନ୍ୟାନ୍ୟ ଜଡିତ ଅଭିଯୁକ୍ତଙ୍କୁ ଧରିବା ପାଇଁ ତଦନ୍ତ ଜାରି ରହିଛି । ବୋଲି ପକ୍ଷରୁ ଆଜି ରାତି 11ଟା ସମୟରେ ସୂଚନା ଦିଆ ଯାଇଛି
Read More News
T & CPrivacy PolicyContact Us