Download Now Banner

This browser does not support the video element.

ଗୋପାଳପୁର: ହଳଦିଆ ପଦର ସମେତ ବିଭିନ୍ନ ସ୍ଥାନରେ ନବରାତ୍ର ପୂଜାରେ ସାମିଲ ହେଲେ ମନ୍ତ୍ରୀ ବିଭୁତି ଭୂଷଣ ଜେନା

Gopalpur, Ganjam | Sep 28, 2025
ଗୋପାଳପୁର ବିଧାୟକ ତଥା ରାଜ୍ୟ ସରକାରଙ୍କ ଖଣି ଇସ୍ପାତ ଓ ବାଣିଜ୍ୟ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଆଜି ଅଞ୍ଚଳର ବିଭିନ୍ନ ସ୍ଥାନରେ ଚାଲିଥିବା ମା ଙ୍କ ନବରାତ୍ର ପୂଜାରେ ସାମିଲ ହେବା ସହ ଅଞ୍ଚଳର ଉନ୍ନତି କାମନା କରିଛନ୍ତି।ରବିବାର ସଂଧ୍ୟାରେ ହଳଦିଆ ପଦର ସମେତ ବିଜିପୁର, ମା କାଳୁଆ ମନ୍ଦିର ଠାରେ ମା ଙ୍କ ନବରାତ୍ରି ପୂଜାରେ ଯୋଗ ଦେଇ ଆଶିଷ ଭିକ୍ଷା କରିଥିଲେ।
Read More News
T & CPrivacy PolicyContact Us