Download Now Banner

This browser does not support the video element.

ମାଲକାନଗିରି: ଲଜିଲ୍ଲାରେ କୃଷକଙ୍କୁ ସାର ସଠିକ ଭାବେ ସାର ମିଳୁ ନଥିବା ବେଳେ ପାଣ୍ଡ୍ରିପାଣିରେ ସାରର କଳା ବଜାରକୁ ନେଇ ମତ ରଖିଲେ କୃଷି ଅଧିକାରୀ

Malkangiri, Malkangiri | Aug 25, 2025
ମାଲକାନଗିରି ଜିଲ୍ଲାରେ ସାର ର ଅଭାବ ରହିଥିବା ବେଳେ ପାଣ୍ଡ୍ରିପାଣି ଠାରେ ଜଣେ ସିଆସିସି ତଥା ସରକାରୀ ଅଧିକାରୀ ଏକ ଟ୍ରକ ରେ ବେଆଇନ ସାର ଆଣି ବିକ୍ରୟ କରୁଥିଲେ। ଏନେଇ ଖବର ପାଇ ଜିଲ୍ଲା କୃଷି ବିଭାଗ ର କର୍ମଚାରୀ ସେଠାରେ ପହଁଚି ତଥ୍ୟ ସଂଗ୍ରହ କରିଥିଲେ। ତେବେ ଏନେଇ ଜିଲ୍ଲା କୃଷି ଅଧିକାରୀ ଙ୍କୁ ପଚାରିବାରୁ ସେ ଘଟଣା ର ତଦନ୍ତ କରି ପଦକ5ନେବେ ବୋଲି କହିଛନ୍ତି ଜିଲ୍ଲା କୃଷି ଅଧିକାରୀ।
Read More News
T & CPrivacy PolicyContact Us