Download Now Banner

This browser does not support the video element.

ସୋନପୁର: ବେହେରାମାଲ ଏବଂ ବଙ୍କିପାଲି ଗ୍ରାମ ପଞ୍ଚାୟତ ରେ ସାମାଜିକ ସମୀକ୍ଷା ଗ୍ରାମସଭା ବୈଠକ ଅନୁଷ୍ଠିତ

Sonapur, Subarnapur (Sonepur) | Jun 19, 2025
ସୂଚନା ଅନୁସାରେ ଆଜି ପୂର୍ବାହ୍ନ ୧୦.୩୦ ରୁ ଅପରାହ୍ନ ୧୨.୩୦ ମିନିଟ୍ ପର୍ଯ୍ୟନ୍ତ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ବେହେରାମାଲ ଏବଂ ବାଙ୍କୀପାଲି ଗ୍ରାମ ପଞ୍ଚାୟତ ରେ ସାମାଜିକ ସମୀକ୍ଷା ଗ୍ରାମସଭା ବୈଠକ ଅନୁଷ୍ଠିତ ହୋଇଯାଇଛି l ଓଡ଼ିଶା ସାମାଜିକ ସମୀକ୍ଷା ଉତ୍ତର ଦାୟିତ୍ଵ ଓ ସ୍ବଚ୍ଛତା ସମିତି ଭୁବଂସ୍ୱର୍ ଏବଂ ଜିଲ୍ଲାପରିଷଦ ସୁବର୍ଣ୍ଣପୁର ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ ହୋଇଛି l
Read More News
T & CPrivacy PolicyContact Us