This browser does not support the video element.
ସୋନପୁର: ନିଜ ବାସଭବନ ସମ୍ବୁଖରୁ ଚାରା ବଣ୍ଟନ ଗାଡ଼ିର ଶୁଭାରମ୍ଭ କଲେ ଜିଲ୍ଲାପାଳ ନୃପରାଜ ସାହୁ।
Sonapur, Subarnapur (Sonepur) | Sep 4, 2025
ସୁବର୍ଣ୍ଣପୁର ଜିଲ୍ଲା ବନ ବିଭାଗ ପକ୍ଷରୁ ଜିଲ୍ଲା ର ପ୍ରତି ପଞ୍ଚାୟତ କୁ ଚାରା ବଣ୍ଟନ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଛି l ଆଜି ସକାଳ ପ୍ରାୟ ୭ଟା ବେଳେ ଜିଲ୍ଲାପାଳ ଙ୍କ ବାସ ଭବନ ସମ୍ବୁଖରୁ ଏହି କାର୍ଯ୍ୟକ୍ରମ କୁ ସବୁଜ ପତାକା ଦେଖାଇ ଜିଲ୍ଲାପାଳ ଡ଼କ୍ଟର ନୃପରାଜ ସାହୁ ଏହା ଶୁଭାରମ୍ଭ କରିଛନ୍ତି ।