Download Now Banner

This browser does not support the video element.

ସୋନପୁର: ସୁବଳୟା ଥାନାରେ ଦଶହରା ପୂଜା ଅନୁଷ୍ଠିତ, ଯୋଗ ଦେଲେ ଅଂଚଳର ବହୁ ମାନ୍ୟ ଗନ୍ୟ ବ୍ୟକ୍ତି

Sonapur, Subarnapur (Sonepur) | Oct 2, 2025
ସୂଚନା ଅନୁସାରେ ଆଜି ପବିତ୍ର ଦଶହରା ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନାରେ ଜଗତ ଜନନୀ ଦୁର୍ଗେ ଦୁର୍ଗତି ନାଶିନୀ ମହିଷାସୁର ମର୍ଦିନୀ ମାଁ ଦଶଭୁଜା ଦୁର୍ଗାଙ୍କ ଷୋଡସ ଉପଚାର ପୂଜାର୍ଚନା ବଡ ଧୁମ ଧାମରେ ଅନୁଷ୍ଠିତ ହୋଇଯାଇଛି l ଏହି କ୍ରମରେ ଆଜି ପୂର୍ବାହ୍ନ 10.30 ମିନିଟ ସମୟରେ ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିବାବେଳେ, ଥାନା ଅଧିକାରୀ ଶ୍ରୀଯୁକ୍ତ ସୁଶାନ୍ତ ଉମର ପଧାନଙ୍କ ନେତୃତ୍ୱରେ ଥାନାର ସମସ୍ତ କର୍ମଚାରୀ ନିକଟସ୍ଥ ସୁରୁବାଲି ନଦୀକୁ ଯାଇ, ସେଠାରେ ରୀତି ନୀତି ଅନୁସାରେ ଗଙ
Read More News
T & CPrivacy PolicyContact Us