This browser does not support the video element.
ଢେଙ୍କାନାଳ ସଦର: ପୌରକାର୍ଯ୍ୟାଳୟ ଠାରେ ପବିତ୍ର ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ୨୦୨୫ ଉଦ୍ଘାଟିତ
Dhenkanal Sadar, Dhenkanal | Aug 31, 2025
ଢେଙ୍କାନାଳ ପୌରପାଳିକା ପକ୍ଷରୁ ପବିତ୍ର ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ୨୦୨୫ ପାଳନ କରାଯାଉଛି । ଆଜି ରବିବାର ସକାଳ ୭ଟା୪୫ମିରେ ପୌରାଧକ୍ଷା ଜୟନ୍ତୀ ପାତ୍ର ପୌର କାର୍ଯ୍ୟାଳୟଠାରେ ଜାତୀୟ ପତାକା ଉତ୍ତୋଳନ କରି ଏହାକୁ ଉଦ୍ଘାଟନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ପୌର ନିର୍ବାହୀ ଅଧିକାରୀ, ଉପନଗର ପାଳ ଏବଂ ପୌର କାର୍ଯ୍ୟାଳୟର ସମସ୍ତ ପ୍ରକାରର କର୍ମଚାରୀମାନେ ଉପସ୍ଥିତ ଏହି ସହଯୋଗ କରିଥିଲେ ।