Download Now Banner

This browser does not support the video element.

ବଲାଙ୍ଗୀର: ସ୍ଥାନୀୟ ଆନନ୍ଦ ନଗରରେ ଜଣେ ବ୍ୟକ୍ତିଙ୍କ ଘର ଭିତରୁ ନାଗ ସାପ ଉଦ୍ଧାର

Balangir, Balangir | Aug 23, 2025
ବଲାଙ୍ଗୀର ଜିଲ୍ଲା ଆନନ୍ଦ ନଗର୍ ରୁ ଏକ ଘର ଭିତରେ ଥିବା ଫାଙ୍କରୁ ବିଶକ୍ତ ସ୍ପେକ୍ତିକାଲ କୋବ୍ରା ପ୍ରଜାତିର ଏକ ନାଗ ଶାପ ଉଦ୍ଧାର ହୋଇଛି। ଘଟଣା ସମୟରେ ଶାପଟି ଘର ମାନଙ୍କୁ କୌଣସି ହାନି କରିପାରିନଥିଲେ ମଧ୍ୟ ଭୟ ଓ ଦ୍ୱନ୍ଦ ଚାପ ସୃଷ୍ଟି ହୋଇଥିଲା। ସୂଚନା ମିଳିବା ସହିତେ ଅଭିଜ୍ଞ ସାପ ଉଦ୍ଧାରକାରୀ ଦେବ ରାଜ୍ ବାରୀକ ତ୍ୱରିତ କାର୍ଯ୍ୟନୁଷ୍ଠାନ ନେଇ ସାପଟିକୁ ସୁରକ୍ଷିତ ଭାବରେ ଧରି, ଜଙ୍ଗଲ ମଧ୍ୟରେ ପୁନଃ ଛାଡି ଦେଇଛନ୍ତି। ଏହି ଉଦ୍ଧାର କାମ ଗ୍ରାମ ଓ ପରିବେଶ ପାଇଁ ଗୁରୁତ୍ୱପୂର୍ଣ୍ଣ ଭାବରେ ଗଣାଯାଉଛି। ଘଟଣା ଟି ଆଜି ଅପରାହ୍ନ ୪ଟା ସମୟରେ ଘଟିଥିବା ସୂଚନା ମିଳିଛି।
Read More News
T & CPrivacy PolicyContact Us