Install App
jeyporekhabar
This browser does not support the video element.
ଜୟପୁର: ଗ୍ରାମ ପଞ୍ଚାୟତ ସ୍ତରିୟ ଜନ ଶୁଣାଣି ଶିବିର ସୋମବାର ଜୟପୁର ବ୍ଲକ ଅନ୍ତର୍ଗତ ପଞ୍ଚାୟତ କେବିଡି ଠାରେ ଅନୁଷ୍ଠିତ ହେବ
Jeypore, Koraput | Sep 7, 2025
ଗ୍ରାମ ପଞ୍ଚାୟତ ସ୍ତରିୟ ଜନ ଶୁଣାଣି ଶିବିର ସୋମବାର ଅନୁଷ୍ଟିତ ହେବ । ଜୟପୁର ବ୍ଲକ ଅନ୍ତର୍ଗତ ପଞ୍ଚାୟତ କେବିଡି ଠାରେ ଦିନ ୧୧ ରେ ଅନୁଷ୍ଟିତ ହେବ । ପଞ୍ଚାୟତ କଣ ସମସ୍ୟା ଅଭିଯୋଗ ଥିଲେ ଶିବିର କୁ ଆସି ଜଣାଇବାକୁ ଜୟପୁର ବିଡିଓ ଶକ୍ତି ମହାପାତ୍ର ଆଜି ୫ଟା ସମୟରେ ଗଣ ମାଧ୍ୟମକୁ ସୁଚନା ଦେଇଛନ୍ତି ।
Share
Read More News
T & C
Privacy Policy
Contact Us
Your browser does not support JavaScript!