This browser does not support the video element.
ଅତାବିରା: ଅପାମରା ମାଁ ମାହେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ରକ୍ତଦାନ ଶିବିର
Attabira, Bargarh (Baragarh) | Aug 30, 2025
ଶନିବାର ଅପରାହ୍ନ ୩ଟା ସମୟରେ ଭେଡେନ ବ୍ଲକ ଅପାମରା ମାଁ ମାହେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ମା ମାହେଶ୍ୱରୀ ସେନା ଓ ଅପାମରା ଗ୍ରାମବାସୀଙ୍କ ତରଫରୁ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ସର୍ବ ପ୍ରଥମେ ମା ମାହେଶ୍ୱରୀ ମନ୍ଦିରରେ ପୂଜାର୍ଚନା କରାଯାଇ ଏହି ରକ୍ତଦାନ ଶିବିରକୁ ମା ମାହେଶ୍ୱରୀ ମନ୍ଦିରର ବେଜି ( ବରୁଆ ) କେଶବ ମହାକୁର ଓ ଭୁବନେଶ୍ୱର ଡୁମାଲ ସମାଜର ସମ୍ପାଦକ ଧନୁର୍ଜୟ ମାହାର ଫିତାକାଟି ଉଦଘାଟିତ କରିଥିଲେ l