This browser does not support the video element.
ଦେବଗଡ: କୁଣ୍ଡାପିଠା ଗ୍ରାମରେ ଭାଉଜଙ୍କୁ ଦିଅର ମାଡ଼ ମାରିବା ଅଭିଯୋଗ, ଦେବଗଡ଼ ଥାନାରେ ଏତଲା
Debagarh, Debagarh (Deogarh) | Aug 27, 2025
ଭାଉଜଙ୍କୁ ଆକ୍ରମଣ କଲେ ଦିଅର ।ଅଶ୍ଲିଳ ବ୍ଯବହାର ସହ ଚୁଟି ଘୋଷାରି ରାତି ଅଧରେ ମାଡ ମାରିବା ଏପରିକି ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିବାର ଥାନାରେ ଅଭିଯୋଗ ହୋଇଛି। ଦେବଗଡ଼ ଆଦର୍ଶ ଥାନାରେ ଏନେଇ ଏତଲା ଦେଇଛନ୍ତି ମହିଳା। ମହିଳା ଜଣକ ହେଉଛନ୍ତି କୁଣ୍ଡାପିଠା ଗ୍ରାମର ସୌଦାମିନୀ ସୁନିଆନି ।ମଂଗଳବାର ବିଳମ୍ବିତ ରାତିରେ ତାଙ୍କ ଦିଅର ଅଚ୍ୟୁତ ସୁନିଆନି ଘରେ ପଶି ମାଡ ମାରିବା ସହ ଧମକ ଦେଇଥିବା ନେଇ ବୁଧବାର ପୂର୍ବାହ୍ନରେ ଦେବଗଡ଼ ଆଦର୍ଶ ଥାନାରେ ଅଭିଯୋଗ କରିଛନ୍ତି ମହିଳା।