This browser does not support the video element.
ଅତାବିରା: ଭେଡେନ ଥାନା ଅଂଚଲରେ ଅବକାରୀ ବିଭାଗର ଚଢାଉ ,୩ ଜଣ ଗିରଫ
Attabira, Bargarh (Baragarh) | Sep 6, 2025
ଜିଲା ଭ୍ରାମ୍ୟମାଣ ଅବକାରୀ ବିଭାଗର କର୍ମଚାରୀମାନେ ଭେଡେନ ଥାନା ଅଧିନ ଆଖିଁଫୁଟା ଛକ,ରେମଣ୍ଡା ପେଟ୍ରୋଲ ପମ୍ପ ଓ ରେମଣ୍ଡା ଏମ ଜେ ହୋଟେଲରେ ଚଢାଉ କରି ୩ ଜଣକୁ ଗିରଫ କରି ମଦ ଜବତ କରାଯାଇଛି |