Download Now Banner

This browser does not support the video element.

ପଟପୁର: ପିସିସି ସଭାପତି ଚୟନକୁ ନେଇ ଭୁବନେଶ୍ବର ଠାରେ ପ୍ରତିକ୍ରିୟା ରଖିଲେ ସାନଖେମୁଣ୍ଡି ବିଧାୟକ

Patapur, Ganjam | Nov 6, 2024
ପିସିସି ସଭାପତି ଚୟନକୁ ନେଇ ସରଗରମ ଜାରି ରହିଛି। ବୁଧବାର ଭୁବନେଶ୍ବର ସ୍ଥିତ କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟ ଠାରେ ଏନେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା। ଏନେଇ ଅପରାହ୍ନରେ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀ ଜେନା।
Read More News
T & CPrivacy PolicyContact Us