Install App
baripada_news
This browser does not support the video element.
ବାରିପଦା ମ୍ୟୁନିସିପାଲଟି: ରିଜର୍ଭ ପୋଲିସ ପଡ଼ିଆ ଠାରେ ବାରିପଦା ପୋୖରପାଳିକା ପକ୍ଷରୁ ଭଳିବଳ ଟୁର୍ଣ୍ଣାମେଣ୍ଟ; ମା ତାରିଣୀ ଭଳିବଳ ଟିମ ଚ୍ୟାମ୍ପିୟାନ
Baripada M, Mayurbhanj | Aug 30, 2025
ନିଖିଳ ଭାରତ ସ୍ୱାୟତ ଶାସନ ଦିବସ ସମାରୋହ ପାଳନ ଅବସରରେ ବାରିପଦା ପୋୖରପାଳିକା ପକ୍ଷରୁ ଭଳିବଳ ଟୁର୍ଣ୍ଣାମେଣ୍ଟର ଆୟୋଜନ ହୋଇଯାଇଛି। ଶନିବାର ଦିନ ପ୍ରାୟ ୧୦ଟାରୁ ଅପରାହ୍ନ ୫ଟା ଯାଏଁ ସ୍ଥାନୀୟ ରିଜର୍ଭ ପୋଲିସ ପଡ଼ିଆ ଠାରେ ଆୟୋଜିତ ଟୁର୍ଣ୍ଣାମେଣ୍ଟକୁ ନଗରପାଳ କୃଷ୍ଣାନନ୍ଦ ମହାନ୍ତି ଉଦଘାଟନ କରିଥିଲେ। ସମୁଦାୟ ୪ଟି ଟିମ ଏଥିରେ ଅଂଶଗ୍ରହଣ କରିଥିଲେ।
Share
Read More News
T & C
Privacy Policy
Contact Us
Your browser does not support JavaScript!